Browsing Tag

Balesore

ବାଲେଶ୍ଵର ର ୩ଟି ୱାର୍ଡ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସହ ସିଲ କଲା ଜିଲ୍ଲା ପ୍ରଶାସନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ବାଲେଶ୍ୱର ସହରରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ଆଜି ଜିଲ୍ଲା ପ୍ରଶାସନ ସଂପୃକ୍ତ ଅଞ୍ଚଳକୁ ସିଲ୍ କରି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ସହ ସହରର ୩ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ସହରର ୨୭ ନଂ ୱାର୍ଡକୁ…

ଦୁର୍ଘଟଣା ଗ୍ରସ୍ତ ଗାଡିରୁ ଜବତ ଜିନିଷ ପଶ୍ଚିମବଙ୍ଗକୁ ଚାଲାଣ ନେଇ ସନ୍ଦେହ । ପଢନ୍ତୁ ଗାଡିରୁ କଣ ହେଲା ଜବତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୬୦ ନମ୍ବର ଜାତୀୟ ରାଜପଥରେ ବାଲେଶ୍ୱର ଜିଲ୍ଲା ଚାଲନ୍ତି ନିକଟରେ ଆଜି ସକାଳେ ଏକ ପିକ୍‌ଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଭ୍ୟାନରୁ ଗୋମାଂସ ଜବତ କରାଯାଇଛି । ଜବତ ଗୋମାଂସ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି । ଜଳେଶ୍ୱର…

ରବୀନ୍ଦ୍ର ଓ ମହେଶ୍ୱର ଯିବେ ରାଜ୍ୟସଭା

ଓଡ଼ିଶା ଫାଷ୍ଟ (ବ୍ୟୁରୋ) ବିଜେଡ଼ିରେ ଖାଲିପଡିଥିବା ୪ ରାଜ୍ୟସଭା ଆସନ ପାଇଁ ଆରମ୍ଭ ହୋଇଛି ଚୟନ ପ୍ରକ୍ରିୟା । ଚଳିତ ନିର୍ବାଚନ ପରେ ବିଜେଡ଼ି ଦଳରେ ବଢିଯାଇଛି ଅସନ୍ତୋଷଙ୍କ ସଂଖ୍ୟା ଓ ଅଭିଯୋଗର ତାଲିକା । ଅନେକ ନେତା ନିଜ ପରାଜୟର କାରଣ ଦଳର କିଛି ଆଗଧାଡ଼ିର ନେତା ଓ କର୍ମୀ ବୋଲି ଦଳର…

ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ୩୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ନଷ୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ୩୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ନଷ୍ଟ । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍ ଅନ୍ତର୍ଗତ କହ୍ନେଇବିନ୍ଧା ପଞ୍ଚାୟତର ତିରୁଖା ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି । ସୂଚନା ଅନୁଯାୟୀ,…

ବସ୍ତାରୁ ବିଜେପିରୁ ଲଢ଼ିବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧମକାଇବାର ଏକ ନଗ୍ନ ନମୁନା ରବିବାର ସକାଳୁ ଦେଖିବାକୁ ମିଳିଛି । ବାଲେଶ୍ଵର ର ବସ୍ତାରୁ ପୂର୍ବତନ ବିଧାୟକ ରଘୁନାଥ ମହାନ୍ତିଙ୍କୁ ଟିକେଟ ନେଇ ଅନିଶ୍ଚିତତା ହେବାରୁ ସେ ଗତକାଲି ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । କୌଣସି ମତେ ନିଜ ଟିକେଟ…

ରେମୁଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବୈଜୟନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନମଣ୍ଡଳୀର ମଣିନାଗେଶ୍ୱର ମନ୍ଦିର ପଡ଼ିଆରେ ମଙ୍ଗଳବାର ପୂର୍ବାହ୍ନରେ ବିଜେପିର ସଂକଳ୍ପ ଯାତ୍ରା ସାଙ୍ଗକୁ ପ୍ରଥମ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡ଼ା ପୂର୍ବତନ ଏମ୍‌ପି ତଥା ବିଜେପି ରାଷ୍ଟ୍ରୀୟ ଉପ-ସଭାପତି…

କାହା ସରଣରେ ରବୀନ୍ଦ୍ର ଜେନା ଏବଂ ଲେଖାଶ୍ରୀ ସାମନ୍ତସିଂହାର ପଢନ୍ତୁ ଜାଣିବେ…

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): କୌଣସି ଦଳରେ ନାହାନ୍ତି । କୌଣସି ପଦବୀରେ ନାହାନ୍ତି । ଟିକେଟ ବାଣ୍ଟିବା ପାଇଁ ତାଙ୍କ ପାଖରେ ସେପରି କିଛି ନାହିଁ । ପାଞ୍ଚବର୍ଷ ପୂର୍ବେ ଥିଲେ ଭାରି ପାୱାରଫୁଲ । ଏବେ ଘରେ ବସିଛନ୍ତି । କିନ୍ତୁ ତାଙ୍କ ସରଣରେ ପସିଛନ୍ତି ଉଭୟ ବିଜେଡ଼ି ଏବଂ ବଜେପି ନେତା…

୨୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ପ୍ରାୟ ୨୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତି ମଧ୍ୟ ଗିରଫ ହୋଇଛନ୍ତି । ଘଟଣା ମୁତାବକ, କଟକ ଅବକାରୀ ବିଭାଗର ସ୍କାର୍ଡର ଏକ ଟିମ ଜଳେଶ୍ବର ଅଞ୍ଚଳରେ ଚଢ଼ାଉ କରିଥିଲା । ଚଢାଉ ବେଳେ…

ଚାଉଳ ବିକିବାକୁ ନେଉଥିଲେ, ଧରା ପଡ଼ିଲେ ହେଡ୍‌ ସାର୍ !!!

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍କୁଲ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଆସିଛି ଏକ ସାଂଘାତିକ ଅଭିଯୋଗ । ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌କୁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳକୁ ବିକ୍ରି କରିବାକୁ ନେବା ସମୟରେ ଲୋକଙ୍କ ହାତରେ ଧରପଡିଛନ୍ତି । ଅଭିଯୋଗ ପରେ ସିଆର୍‌ସିସି ଘଟଣାର ତଦନ୍ତ କରାଯିବ ବୋଲି…

ଦୁଇ ଭାଗ ହେଲା ହାଇକୋର୍ଟ ବାର ଆସୋସିଏସନ, ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨ମାସ ହାଇକୋର୍ଟ ବାର ଆସୋସିଏସନର ଆନ୍ଦୋଳନ ପରେ ବିଜେଡି ଲିଗାଲ ସେଲ୍ କାଲି ଆନ୍ଦୋଳନରୁ ଓହରିବା ପାଇଁ ନିଷ୍ପତ୍ତି ନେଇଥିଲା । ଯାହା ଫଳରେ ହାଇକୋର୍ଟ ବାର ଆସୋସିଏସନ ଦୁଇ ଭାଗ ହୋଇଯାଇଛି । ଆଜି ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଆଇନଜୀବୀ ମାନେ କାର୍ଯ୍ୟରେ ଯୋଗଦେବାକୁ…