ପେଟ ଭୋକ ଠୁ ଦେହ ଭୋକ ଅଧିକା, ମନୋରଞ୍ଜନ ପାଇଁ ଭଡାରେ ଆସୁଛନ୍ତି ବଙ୍ଗୀୟ ଯୁବତୀ
ପେଟ ନପୁରୁ ପଛେ ଦେହର ଭୋକ ଆଗ ମେଣ୍ଟୁ । ଯୌନଆକାଂକ୍ଷାରେ ମସଗୁଲ ଏବେ ଅଧିକାଂଶ ଯୁବକ। ହୋଟେଲରେ ରହିବା ଖାଇବା ଓ ରହିବା ନାଁରେ ଦେହ ଭୋକ ବି ମେଣ୍ଟୁଛି । ସହର ଶୋଇଗଲା ପରେ ଚେଇଁଉଠନ୍ତି ଦେହଜୀବୀମାନେ । ବଞ୍ଚିବା ପାଇଁ ଅର୍ଥର ଆବଶ୍ୟକତା ସେମାନଙ୍କୁ ଏହି କାମ କରିବାକୁ ବାଧ୍ୟକରେ ।…