ଏସଟିଏଫ କବଜାରେ ଜିତେନ୍ଦ୍ର କୁମାର, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର
କଳାହାଣ୍ଡି (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରବିବାର ଏସଟିଏଫ କବ୍ଜାରେ ଜିତେନ୍ଦ୍ର କୁମାର । ଜିତେନ୍ଦ୍ର ଠାରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାସହିତ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଭବାନୀପାଟଣା-ମଦନପୁର ମଝି…