ପ୍ରଭୁ ବଜରଙ୍ଗବଲିଙ୍କୁ ସବୁବେଳେ ପ୍ରିୟ ହୋଇଥାନ୍ତି ଏହି ୪ ଟି ରାଶି
ବନ୍ଧୁଗଣ, ଧାର୍ମିକ ମାନ୍ୟତା ଅନୁସାରେ ମଙ୍ଗଳବାର ଦିନକୁ ହନୁମାନଙ୍କ ବାର ରୂପେ ନିର୍ଦ୍ଧାରିତ କରାଯାଇଅଛି । କିନ୍ତୁ ଯଦି ଆପଣ ହୃଦୟ ର ସହିତ ତାଙ୍କର ଧ୍ୟାନ କରିବେ ତେବେ ଭଗବାନ ସବୁ ସମୟରେ ଆପଣଙ୍କ ପାଖରେ ରହିବେ । ବଜରଙ୍ଗବାଲି ଙ୍କୁ ଖୁସି କରିବା ପାଇଁ ଭକ୍ତମାନେ ଶନିବାର ଦିନ ଏବଂ…