କେନ୍ଦ୍ର ବଜେଟ୍ ୨୦୨୨କୁ ନେଇ ଜାଣନ୍ତୁ କ’ଣ ଆଶା କରନ୍ତି ଲୋକେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨ରେ କେନ୍ଦ୍ର ବଜେଟ କରିବେ ଉପସ୍ଥାପନ । କରୋନା ତୃତୀୟ ଲହରରେ ୨୦୨୨-୨୩ ବର୍ଷ ନିମନ୍ତେ ସଂସଦରେ ଉପସ୍ଥାପିତ ହେବାକୁ ଥିବା ଏହି ବଜେଟକୁ ନେଇ ସାରା ଦେଶର ଆକାକ୍ଷା ଏବେ ବଢ଼ି ଚାଲିଛି। ସାଧାରଣ ଲୋକ ହେଉ ଅଥବା…