ବାଜବାଟି ପାହାଡ଼ରେ ଭିଜିଲାନ୍ସ ଟିମ୍
ଚଣ୍ଡିଖୋଲ : ବାଜବାଟି ପାହାଡ଼ରେ ଭିଜିଲାନ୍ସ ପକ୍ଷରୁ ତନାଘନା । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବାଜବାଟି ପାହାଡ଼ରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଖୋଲତାଡ଼ ।
ଏଥିରେ କଳିଙ୍ଗନଗର ପ୍ରଦୂଷଣ ବୋର୍ଡ, ଭୂତତ୍ୱ ବିଭାଗ, ଖଣି ବିଭାଗର ଅଧିକାରୀମାନେ ସାମିଲ ଅଛନ୍ତି । ଖନନ…