ମଙ୍ଗଳବାର ଦିନ କରନ୍ତୁ ବଜରଙ୍ଗ ବାଲିଙ୍କ ପାଠ,ପାଇବେ ସୁଖ
ମଙ୍ଗଳବାର ଦିନ ମଧ୍ୟ ବଜରଙ୍ଗ ବାଣ ପାଠ କଲେ ସବୁ ଦୁଃଖ କଷ୍ଟ ଦୂର ହୋଇ ଜୀବନରେ ସୁଖ ଓ ଶାନ୍ତି ଭରିଯିବ । ତେବେ ଆସନ୍ତୁ ଜାଣିବା ଏହାକୁ ସଠିକ ଭାବରେ କେମିତି ପାଠ କରିବେ ।
ଏହି ବିଧିରେ କରନ୍ତୁ ବଜରଙ୍ଗ ବାଣର ପାଠ :
ମଙ୍ଗଳବାର ସକାଳୁ ସ୍ନାନ ଆଦି କରିବା ପରେ ସଫା ବସ୍ତ୍ର ପିନ୍ଧି…