Browsing Tag

Baijyanta became BJP’ s National vice president & spokes person

ବୈଜୟନ୍ତଙ୍କୁ ମିଳିଲା ଜାତୀୟ-ଉପସଭାପତି, ମୁଖପାତ୍ରର ଦାୟିତ୍ୱ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରାୟ ଏକ ବର୍ଷ ପରେ ହେଉ ପଛେ ବିଜେପି ବୈଜୟନ୍ତଙ୍କୁ ଅପଣେଇଛି । ବିଜେପି ବୈଜୟନ୍ତଙ୍କୁ ଅପଣେଇବା ସହ ବିଶ୍ୱାସବ୍ୟକ୍ତ ମଧ୍ୟ କରିଛି । ଯାହାର ଉଦାହରଣ ଆଜି ଦେଖିବାକୁ ମିଳିଛି । ବିଜେପିରେ ବୈଜୟନ୍ତଙ୍କୁ ମିଳିଛି ଜାତୀୟ-ଉପସଭାପତି ସହ ଦଳର ମୁଖପାତ୍ରର ଦାୟିତ୍ୱ ।…