ବାହୁଡ଼ା ଯାତ୍ରା ପ୍ରସ୍ତୁତି, ରଥ ନେଲା ଦକ୍ଷିଣମୋଡ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ହେରାପଞ୍ଚମୀ ପରେ ଆଜି ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ୱାର ସମ୍ମୁଖରେ ଅଟକି ରହିଥିବା ୩ ରଥ ଆଜି ଦକ୍ଷିଣମୋଡ଼ ନେଇଛନ୍ତି । ନାକଚଣା ଦ୍ୱାରସ୍ଥିତ ଶରଧାବାଲିରେ ବିଜେ କରିବେ…