Browsing Tag

Bahuda yatra

ଆରମ୍ଭ ହେଲା ରଥଟଣା

ତିନି ରଥରେ ଗଜପତି ମହାରାଜା ଛେରାପହଁରା କରିବା ପରେ ଆରମ୍ଭ ହୋଇଛି ରଥଟଣା । ଭକ୍ତ ମାନେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣୁଛନ୍ତି। ତେବେ ଆଜି ନିଦ୍ଧାରିତ ସମୟ ପୂର୍ବରୁ ସରିଛି ପହଣ୍ଡିବିଜେ ଓ ରଥଟଣା । ସୂଚନା ମୁତାବକ, ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ହୋଇଥିଲା।…

ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ଆଜି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା। ରତ୍ନବେଦି ଅଭିମୁଖେ ବାହୁଡୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଅଭିମାନିନୀ ମା' ଲକ୍ଷ୍ମୀଙ୍କର କରିବେ ମାନଭଞ୍ଜନ। ତେବେ ଏହାରି ଭିତରେ ସମାପ୍ତ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ । ଏବେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇସାରିଲେଣି।…

ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ଆରମ୍ଭ

ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଶ୍ରୀଗୁଣ୍ଡିଚାରୁ ବଡ ଦେଉଳକୁ ଫେରିବେ ମହାପ୍ରଭୁ । ଚକ୍ରରାଜ ସୁଦର୍ଶନଙ୍କ ପରେ ବଡଠାକୁର ବଳଭଦ୍ରଙ୍କ ପହଣ୍ଡି ସହ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଛି । ଦର୍ପଦଳନ ରଥରେ ପହଣ୍ଡିବିଜେ କରିବେ ଦେବୀ ସୁଭଦ୍ରା ।…

ଆଜି ବାହୁଡ଼ା ଯାତ୍ରା; ଆରମ୍ଭ ହେଲା ପହଣ୍ଡି ବିଜେ

ଆଜି ବାହୁଡ଼ା ଯାତ୍ରା। ଜନ୍ମବେଦିରେ ଲୀଳାଖେଳା ଶେଷ କରି ଆଜି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ। ଲକ୍ଷଲକ୍ଷ ଭକ୍ତମେଳରେ ଭାଇଭଉଣୀଙ୍କ ସହ ଶ୍ରୀମନ୍ଦିରକୁ ଫେରୁଛନ୍ତି ମହାବାହୁ। ଏଥିଲାଗି ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଛି। ଏବେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଚାଲିଛି।…

ଆସନ୍ତାକାଲି ବାହୁଡ଼ା ଯାତ୍ରା; ଜାଣନ୍ତୁ ନୀତି ନିର୍ଘଣ୍ଟ

ଆସନ୍ତାକାଲି ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ଲୀଳାଖେଳ ସାରି ବାହୁଡ଼ିବେ ମହାପ୍ରଭୁ । ନାକଚଣା ଦ୍ୱାର ଆଗରେ ପ୍ରସ୍ତୁତ ହୋଇ ଠିଆ ହୋଇଛି ତିନି ରଥ । କାଲି ବଡଭାଇ ବଳଭଦ୍ର , ଉଭଣୀ ସୁଭଦ୍ରାଙ୍କୁ ଧରି ଶ୍ରୀମନ୍ଦିର ଫେରିବେ ଶ୍ରୀଜଗନ୍ନାଥ । ବାହୁଡାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ…

କାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା, ଅପରାହ୍ଣ ୪ ଟାରୁ ରଥ ଟଣା ନେଇ ନୀତି ନିର୍ଘଣ୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନଅ ଦିନର ଲୀଳାଖେଳା ସାରି ବାହୁଡ଼ିବେ ମହାବାହୁ । ଆଜି ନୀତି ଅନୁସାରେ ସନ୍ଧ୍ୟା ଦର୍ଶନ ଚାଲିଛି । କରୋନା କଟକଣା ପାଇଁ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ମଙ୍ଗଳବାର ହରିଶୟନ ଏକାଦଶୀରେ ଅନୁଷ୍ଠିତ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ନୀତି ନିର୍ଘଣ୍ଟ…

ତିନିରଥ ନାକଚଣାଦ୍ୱାରରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀକ୍ଷେତ୍ରରେ ତିନିରଥ ନାକଚଣାଦ୍ୱାରରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ବିଧି ଅନୁଯାୟୀ ୩ ରଥରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହୋଇଛି । ୩ ପୂଜାପଣ୍ଡା ସାମନ୍ତ ୩ ବାଡ଼ରୁ ଆଜ୍ଞାମାଳ ଆଣିବା ପରେ ପାଟପଟୁଆରରେ ଆସି ବିଜେ ହୋଇଥିଲା। ଏହାପରେ ୩…

ଆଜି ରତ୍ନବେଦିକୁ ବାହୁଡୁଛନ୍ତି ତିନିଠାକୁର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା । ଜନ୍ମବେଦିରୁ ରତ୍ନବେଦିକୁ ବାହୁଡୁଛନ୍ତି ତିନିଠାକୁର । ଏନେଇ ପ୍ରଥମେ ମହାପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ପୂର୍ବାହ୍ନ ୯.୧୫ରେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇ ୯.୩୦ରେ ରଥାରୂଢ଼ ହୋଇଛନ୍ତି । ଏହାପରେ…

ଭାଇ ଭଉଣୀ କୁ ସାଙ୍ଗରେ ନେଇ ବଡ଼ଦେଉଳ କୁ ବାହୁଡ଼ିଲେ ଜଗତର ନାଥ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜନ୍ମବେଦି ରୁ ଲୀଳାଖେଳା ସାରି ଆଜି ରତ୍ନବେଦିକୁ କୁ ଫେରୁଛନ୍ତି ଜଗତର ନାଥ ଜଗନ୍ନାଥ । ନିର୍ଦ୍ଧାରିତ ସମୟରେ ପହଣ୍ଡି ଆରମ୍ଭ ହୋଇଥିଲା । ଅପରାହ୍ଣ ୪ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶାସନ-ସେବାୟତଙ୍କ ପକ୍ଷରୁ ସ୍ଥିର କରାଯାଇଥିଲେ ମଧ୍ୟ ଏହାର…

ଏଥର ମହାପ୍ରଭୁଙ୍କ ବାହୁଡା ହେବ ଚନ୍ଦନଯାତ୍ରା, ରଥ ରେ ନୁହେଁ ମହାପ୍ରଭୁ ଆସିବେ ବୋଟ ରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ମାତ୍ର ଏଥର ମହାପ୍ରଭୁ ବହୁଡିବେ ରଥରେ ନୁହେଁ ବୋଟ ରେ । ଗତକାଲିଠାରୁ ହେଉଥିବା ଲଗାଣ ବର୍ଷାରେ ପୁରୀ ବଡ଼ଦାଣ୍ଡରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଲେଖାଏଁ ପାଣି । ପାଣିପାଗ ବିଭାଗ ର ସୂଚନା ଅନୁସାରେ ଆହୁରି ୪୮ଘଣ୍ଟା…