ବାହାନଗା ଟ୍ରେନ ଦୁର୍ଘଟଣା; ୨୯ ମୃତକଙ୍କ ଆସିଲା DNA ରିପୋର୍ଟ
ବାହାନଗା ଟ୍ରେନ ଦୁର୍ଘଟଣା । ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଥିବା ୮୧ଟି ଅଚିହ୍ନା ମୃତଦେହ ମଧ୍ୟରୁ ୨୯ଟି ମୃତଦେହ ଚିହ୍ନଟ ହୋଇଛି । DNA ଟେଷ୍ଟ ଜରିଆରେ ଉକ୍ତ ମୃତଦେହ ଗୁଡିକୁ ଚିହ୍ନଟ କରାଯାଇପାରିଛି ।
ସେହି ମୃତଦେହ ଗୁଡିକ ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ…