ଖୋଲିଲା ବଦ୍ରିନାଥ ମନ୍ଦିର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଥମେ ଶୀତିଦିନିଆ ତୁଷାରପାତ ଓ ତା’ପରେ କରୋନା ମହାମାରୀ ପାଇଁ ଦୀର୍ଘଦିନ ହେବ ବନ୍ଦ ଥିବା ଭଗବାନ ବଦ୍ରିନାଥଙ୍କ ମନ୍ଦିର ଶୁକ୍ରବାର ପ୍ରତ୍ୟୁଷରୁ ଖୋଲା ଯାଇଛି। ଏଥିପାଇଁ ପୂରା ମନ୍ଦିରକୁ ଫୁଲରେ ସଜା ଯାଇଥିଲା। ସକାଳ ୪.୩୦ରେ ବୈଦିକ ମନ୍ତ୍ର ଉଚ୍ଚାରଣ କରିବା ପରେ…