ବଡପୋଖରୀଆ ପଞ୍ଚାୟତ : ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର ଚୟନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟର ଅନେକ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳୁଛି । ମାତ୍ର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡପୋଖରୀଆ ପଞ୍ଚାୟତ ଆଉ ଇଲେକ୍ସନକୁ ନେଇ ହିଂସା ଦେଖାଦେବନାହିଁ । ସ୍ଥାନୀୟ ସମାଜସେବୀ ସଚ୍ଚିନ୍ ବଳିଆରସିଂ, ସରପଞ୍ଚ ସାଗର ବଳିଆରସିଂ,…