ଅନ୍ତିମ ସଂସ୍କାର ପୂର୍ବରୁ ବଞ୍ଚିଥିବା ଜଣାପଡ଼ିଲା ଶିଶୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତାମିଲନାଡୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିବା ଏକ ଶିଶୁ ଅନ୍ତିମ ସଂସ୍କାର ପୂର୍ବରୁ ଜୀଇଁ ଉଠିଛି। ରାଜ୍ୟର ଥେନି ଅଞ୍ଚଳରେ ଗୋଟିଏ ନବଜାତ ଶିଶୁକୁ ସରକାରୀ ମେଡିକାଲ କଲେଜରେ ମୃତ ଘୋଷଣା କରାଯାଇଥିଲା। ଏହାପରେ ପରିବାର…