ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଘେରିଲ ବିଜେଡି, ପେଟ୍ରୋଲ ପମ୍ପ ସମ୍ମୁଖରେ କରାଉଛି ସଚେତନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଗାତାର ଭାବେ ବଢି ଚାଲିଥିବା ତୈଳ ଦର ଉପରେ ଲଗାମ ଲଗାଇବାକୁ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ବିଜେଡ଼ି ଏକ ଶାନ୍ତି ପୂର୍ଣ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି…