ଅଷ୍ଟ୍ରେଲିୟ କ୍ରିକେଟ୍ ଖେଳାଳି ଶେନ୍ ୱାର୍ଣ୍ଣଙ୍କ ଦେହାନ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୫୨ ବର୍ଷ ବୟସରେ ହୃଦଘାତରେ ଶେନ୍ ୱାର୍ଣ୍ଣଙ୍କ ପରଲୋକ ହୋଇଛି । ଥାଇଲାଣ୍ଡରେ ଶେନ ୱାର୍ଣ୍ଣଙ୍କ ମୃତ୍ୟୁ ହୋଇଛି । ୧୯ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ ଜୀବନୀରେ ଶେନ୍ ୱାର୍ଣ୍ଣ ବଲକୁ ନିଜ ଅଙ୍ଗୁଠିରେ ନଚାଇ ଥିଲେ । ନିକଟରେ ଇଂଲଣ୍ଡ କ୍ରିକେଟ ଟିମର ମୁଖ୍ୟ କୋଚ୍…