ଘରେ ପଶି କଟିଲେ ତଣ୍ଟି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘରେ ପଶି କଟିଲେ ତଣ୍ଟି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ ।
ସୂଚନା ଅନୁଯାୟୀ, ଢେଙ୍କାନାଳ ସହରର ମୀନାବଜାର ଅଞ୍ଚଳର ମଣ୍ଟୁ ପାତ୍ର ନାମକ ଘରେ ଥିବା ସମୟରେ ଦୁର୍ବୃତ୍ତ ତାଙ୍କ ଘରକୁ ପଶିଥିଲେ । କେହି କିଛି ବୁଝିବା ପୂର୍ବରୁ ଏକ…