Browsing Tag

attack to police

ଚୋର ଧରିବାକୁ ଯାଇଥିବା ପୋଲିସକୁ ଉତ୍ତମ ମଧ୍ୟମ ଦେଲେ ଅଭିଯୁକ୍ତ ଙ୍କ ଘର ଲୋକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚୋର ଧରିବାକୁ ଯାଇଥିବା ବେଳେ ପୋଲିସକୁ ହଟହଟା ହେବାକୁ ପଡିଛି । ଚୋରି ଘଟଣା ସମ୍ପର୍କରେ ଜଣଙ୍କୁ ପଚରାଉଚୁରା ବେଳେ ପୋଲିସକୁ ନିସ୍ତୁକ ପିଟିଛନ୍ତି ତାଙ୍କ ସମ୍ପର୍କୀୟ । କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରେ ଏକ ଘଟଣା ନଜରକୁ ଆସିଛି । ଭୁଇଁପୁର ଅଞ୍ଚଳରେ ଗତ…