Browsing Tag

at Secretariat

ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୧୬୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ରାଜ୍ୟ ସରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାର ୧୬୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରାଣୀ ସମ୍ପଦ, ମତ୍ସ୍ୟ, ହସ୍ତତନ୍ତ, ବୟନ ଶିଳ୍ପ, ଫସଲ ଏବଂ ଚାଷ ଭିତ୍ତିଭୂମି କ୍ଷତିର ଭରଣା ପାଇଁ ରାଜ୍ୟ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ…

ନୂତନ ଓଡ଼ିଶା ଗଠନ ପାଇଁ ଆମ ସରକାର ସର୍ବଦା କାର୍ଯ୍ୟ କରୁଛି: ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ସରକାରଙ୍କ ଚତୁର୍ଥ ତଥା ଶେଷ ମନ୍ତ୍ରୀ ପରିଷଦ ବୈଠକ ମଙ୍ଗଳବାର ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ୫ବର୍ଷରେ ରାଜ୍ୟରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଭିନ୍ନ…

ଓଡ଼ିଶାର ସଂସ୍କୃତି, ଐତିହ୍ୟ ଆଦି ବିଷୟରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶାର ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନସ୍ଥଳୀ ଆଦି ବିଷୟରେ ଇଂଲିଶ, ହିନ୍ଦୀ, ଅନ୍ତର୍ଜାତୀୟ ଓ ଅନ୍ୟାନ୍ୟ ଭାଷାରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରଯୋଜକମାନଙ୍କୁ ପ୍ରୋତ୍ସାହନ ରାଶି ସ୍ବରୂପ ୨.୫ କୋଟି ଟଙ୍କାର ରିହାତି ପ୍ରଦାନ କରାଯିବ । ଜଣେ ଚଳଚ୍ଚିତ୍ର…

ଜନଜାତି ବହୁଳ ଜିଲ୍ଲାରେ ୩ହାଜାର ପୂଜାସ୍ଥଳୀ, ୪ଶହ ସଂସ୍କୃତି କ୍ଲବ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚିବାଳୟଠାରେ ଭିଡ଼ିଓ କନ୍‌ଫରନ୍ସିଂ ଜରିଆରେ ୯ଟି ଜନଜାତି ବହୁଳ ଜିଲ୍ଲାର ସ୍ବତନ୍ତ୍ର ବିକାଶ ପରିଷଦ ଅଞ୍ଚଳରେ ୩ ହଜାର ପୂଜାସ୍ଥଳୀ ଉଦ୍‌ଘାଟନ କରିଛନ୍ତି । ଏଥିସହ ୪ଶହ ଜନଜାତି ସଂସ୍କୃତି କ୍ଲବ ଉଦ୍‌ଘାଟନ କରିଛନ୍ତି ।…

୩୮ ଆହର କେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକର୍ପିତ । ରାଜ୍ୟର ସମସ୍ତ ୧୧୪ଟି ପୌରାଞ୍ଚଳରେ ଖୋଲିଲା ଆହର କେନ୍ଦ୍ର ।

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫ୍ରରନ୍ସି ମାଧ୍ୟମରେ ୩୮ଟି ଆହାର କେନ୍ଦ୍ରକୁ ଲୋକର୍ପିତ କରିଛନ୍ତି । ଏହି ୩୮ଟି ଆହାର କେନ୍ଦ୍ରର ଉଦଘାଟନ ପରେ ରାଜ୍ୟର ସମସ୍ତ ୧୧୪ଟି ପୌରାଞ୍ଚଳରେ ଖୋଲିଲା ଆହର କେନ୍ଦ୍ର । ସୂଚନା ଅନୁଯାୟୀ, ରାଜ୍ୟରେ ୨୦୧୫ ଏପ୍ରିଲ ୧…

ନୂଆ ବର୍ଷଠାରୁ ରାତିରେ ଖୋଲିବ ଆହାର କେନ୍ଦ୍ର

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନଙ୍କ ନୂତନ ବର୍ଷର ନୂତନ ଭେଟି । ଏଣିକି ରାତିରେ ମିଳିବ ୫ ଟଙ୍କିଆ ଆହାର । ଆହାର କେନ୍ଦ୍ର ରାତିରେ ଖୋଲିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ନୂଆ ବର୍ଷରୁ ରାଜ୍ୟର ସମସ୍ତ ଡାକ୍ତରଖାନା ପରିସରରେ ଥିବା ଆହାର…

ହକି ବିଶ୍ୱକପକୁ ନେଇ ଡାକ ଟିକେଟ୍ ଉନ୍ମୋଚିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାରା ଓଡ଼ିଶାରେ ହକିର କ୍ରେଜ ଥିବାବେଳେ ଆଜି ଏହି ହକି ବିଶ୍ୱକପ କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟରେ ସ୍ମାରକୀ ଡାକ ଟିକେଟ୍ ଉନ୍ମୋଚନ କରିଛନ୍ତି । ଏଥିରେ ୫ଟି ଡାକ ଟିକେଟ ଉନ୍ମୋଚନ କରାଯାଇଛି । ଏହି ଡାକରେ ଜୈବ ବିବିଧତା ଏବଂ ଓଡିଶାର…