Browsing Tag

at lower PMG

ବେକରି ସମସ୍ୟକୁ ନେଇ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ଉଦ୍ୟମ, ପୋଲିସ ସହ ଧସ୍ତାଧସ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ବଢୁଥିବା ବେରୋଜଗାରୀ କୁ ମୁଖ୍ୟ ପ୍ରସଙ୍ଗ କରି ଆଜି ଭାରତୀୟ ଜନତା ଯୁବ ମୋର୍ଚ୍ଚା ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିବା ସମୟରେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଶତାଧିକ କର୍ମୀ ଗିରଫ । ସୂଚନା ଅନୁଯାୟୀ, ବିଗତ ୧୯…

ଟ୍ରାଫିକ ଜାମ, ଚାଲିଗଲା ୪ ବର୍ଷ ଶିଶୁର ଜୀବନ, ଦାୟୀ କିଏ ?

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟ୍ରାଫିକ ଜାମରେ ଫସି ଚାଲିଗଲା ଏକ ନିଷ୍ପାପ ୪ବର୍ଷ ଶିଶୁ କନ୍ୟାର ଜୀବନ । ତାହା ପୁଣି ଭୁବନେଶ୍ୱର ର ଲୋୟର ପିଏମଜିରେ । ଏଭଳି ଏକ ଅଭାବନୀୟ ଘଟଣା ରାଜଧାନୀ ରେ ଘଟିଛି । ଏହି ଘଟଣା ପାଇଁ ପ୍ରକୃତରେ ଦାୟୀ କିଏ ? ଏବଂ ଏଭଳି ସମ୍ବେଦନଶୀଳ ଘଟଣାକୁ କାହିଁକି…

ଲୋୟର ପିଏମଜିରେ କୁଡୁମୀ ସେନା ଓ ପୋଲିସ ମୁହାଁମୁହିଁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହଜାର ହଜାର କୁଡୁମୀ ସେନାଙ୍କ ଭୁବନେଶ୍ୱର ଲୋୟର ପିଏମଜିରେ ପ୍ରତିବାଦ । ଏହି ପ୍ରତିବାଦ ସମୟରେ ପୋଲିସ ଓ କୁଡୁମୀ ସେନା ମଧ୍ୟରେ ଧସ୍ତାଧସ୍ତି । ଆନ୍ଦୋଳଙ୍କାରୀଙ୍କୁ ଅଟକ ରଖିଛି ପୋଲିସ । ସୂଚନା ଅନୁଯାୟୀ, ରାଜ୍ୟରେ ୨୫ ଲକ୍ଷରୁ ଉର୍ଦ୍ଧ କୁଡୁମୀ ସଂପ୍ରଦାୟର ଲୋକ…