Browsing Tag

at Delhi

ମାର୍ଚ୍ଚ ସୁଦ୍ଧା ବିଧାନ ପରିଷଦ, ଶାହାଙ୍କୁ ଭେଟିଲେ ୪ ବିଜେଡ଼ି ନେତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ବିଧାନ ପରିଷଦ ପ୍ରତିଷ୍ଠା ନେଇ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଯାଇଛି । କେନ୍ଦ୍ର ଅନୁମତି ପରେ ଏହା କାର୍ଯ୍ୟକାରୀ ହେବ । ତେଣୁ ଆସନ୍ତା ବଜେଟ ଅଧିବେଶନରେ ଓଡ଼ିଶାରେ ବିଧାନ ପରିଷଦ ବିଲ ଆସିବାକୁ ବିଜେଡି ଆଶା କରିଛି । ସେଥିପାଇଁ ଲୋକସଭାର…

ଦିଲ୍ଲୀରେ ବିଜେପିରେ ଯୋଗଦେଲେ ପ୍ରକାଶ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଲେପୁର ବିଧାୟକ ପ୍ରକାଶ ବେହେରା ଗତକାଲି କଂଗ୍ରେସରୁ ଇସ୍ତଫା ଦେବାପରେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା ତାହା ଆଜି ସତ ହେଲା । ପ୍ରକାଶ ଆଜି ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ବିଜେପିରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ…

ପଦ୍ମ ଧରି ଖେଳ ଖେଳିବେ ଦାମ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଦିଲ୍ଲୀରେ ବିଜେପିରେ ଯୋଗଦେବା ପରେ ଦାମୋଦର ରାଉତ ବାଲିକୁଦା-ଏରସମା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଅଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି । ସେ କହିଛନ୍ତି, ବାଲିକୁଦା ମୋ ଜନ୍ମ ସ୍ଥାନ । ଜୀବନର ଶେଷ ସମୟରେ ଜନ୍ମ ମାଟିର ସେବା କରିବା…

ମୋଦି ଓ ଶାହାଙ୍କୁ ଦୁର୍ଯ୍ୟୋଧନ ଓ ଦୁଶାସନ କହିଲେ ବିରୋଧୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କେନ୍ଦ୍ର ସରକାରଙ୍କ ବିରୋଧର ଏକ ରାଲିର ଅନୁଷ୍ଠିତ ହୋଇଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ, ଫାରୁକ ଅବଦୁଲା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ,ପୂର୍ବତନ ପ୍ରଧାନ…

ଚଳିତ ମାସ ଶେଷସୁଦ୍ଧା ପ୍ରକାଶ ପାଇବ କଂଗ୍ରେସ ପ୍ରାର୍ଥୀ ତାଲିକା । ଯୁବକ ଓ ମହିଳାଙ୍କୁ ଦିଆଯିବ ଅଗ୍ରାଧିକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗାମୀ ସାଧାରଣ ନିର୍ବାଚନକୁ ଆଉ ହାତଗଣତି କିଛିଦିନ ରହି ଥିବାରୁ ସମସ୍ତ ଦଳ ଉପଯୁକ୍ତ ପ୍ରାର୍ଥୀ ଚୟନ ପାଇଁ ଅଣ୍ଟା ଭିଡ଼ିଲେଣି । କେଉଁ ଅଞ୍ଚଳରେ କିଏ ପ୍ରାର୍ଥୀ ହେବ ଏହାକୁ ନେଇ ଅଙ୍କକଷା ଆରମ୍ଭ ହେଲାଣି । ସେହିପରି କଂଗ୍ରେସ ଦଳ ତରଫରୁ ଅଧ୍ୟକ୍ଷ ରାହୁଲଙ୍କ…

ଚଳିତ ଆର୍ଥିକ ବର୍ଷର ବକେୟା ଅର୍ଥ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଲେ ନବୀନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷ ସରି ଆସିଲାଣି ମାତ୍ର କେନ୍ଦ୍ରସରକାରଙ୍କ ବକେୟା ଅଛି ୬ ହଜାର ୪ ଶହ କୋଟି ଟଙ୍କା । କେନ୍ଦ୍ରରୁ ରାଜ୍ୟ ସରକାରଙ୍କୁ ମିଳୁଥିବା ପାଣ୍ଠି ସମ୍ୱନ୍ଧରେ ଦିଲ୍ଲୀରେ ବସିଥିଲା ବୈଠକ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଏହାର…

କୃଷକଙ୍କ ପାଇଁ ଦିଲ୍ଲୀରେ ଧାରଣା ରେ ବସିବେ ନବୀନ, ଚାଲିଛି ଜୋରଦାର ପ୍ରସ୍ତୁତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୮ ତାରିଖରେ ଚାଷୀ ପ୍ରସଙ୍ଗରେ ବିଜେଡି ଦିଲ୍ଲୀରେ ଦେବ ଧାରଣା । ଦିଲ୍ଲୀର ତାଲକୋଟରା ଷ୍ଟାଡିମୟରେ ହେବାକୁ ଥିବା ଏହି ଧାରଣା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ । ଦିଲ୍ଲୀରେ ଆୟୋଜିତ ବିଜେଡି ସାମ୍ବାଦିକ ସମ୍ମିଳନୀରେ ଆଜି ଏହି…

ମୃତଦେହରୁ ଆଖି, କାନ ଗାୟବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀରେ ଶୁକ୍ରବାର ଦିନ ଏକ ବୁଦା ମୂଳରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି । ଏହାକୁ ନେଇ ସେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସୂଚନା ଅନୁଯାୟୀ, ଦିଲ୍ଲୀର ପ୍ରହଲ୍ଲାଦପୁର ଅଞ୍ଚଳରେ ଏକ ବୁଦା ମୂଳରୁ ପୁନିତ୍ ନାମକ ୨୪ ବର୍ଷୀୟ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି…

ସୁପ୍ରିମକୋର୍ଟଙ୍କ ନିୟମ ମାନିଲେନି ରାଜଧାନୀବାସୀ ସାଙ୍ଘାତିକସ୍ତରରେ ଦିଲ୍ଲୀର ବାୟୁ ପ୍ରଦୂଷଣ

ଓଡ଼ିଶାଫାଷ୍ଟ(ବ୍ୟୁରୋ)-ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ବାୟୁ ପ୍ରଦୂଷଣ ବଢ଼ାଇଛନ୍ତି ରାଜଧାନୀବାସୀ। ଦୀପାବଳିରେ ବାଣ ଫୁଟାଇବା ପାଇଁ ସୁପ୍ରିମକୋର୍ଟ ଜାରି କରିଥିବା କଟକଣାକୁ ବେଖାତିର କରି ବାଣ ଫୁଟାଇଥିବାରୁ ବୁଧବାର ରାତିରୁ ରାଜଧାନୀରେ ବାୟୁ ପ୍ରଦୂଷଣ ସାଙ୍ଘାତିକ ସ୍ତରରେ…

ମେକ ଇନ ଓଡ଼ିଶା ରୋଡ ସୋରେ ନବୀନ ଜିନ୍ଦଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂଆଦିଲ୍ଲୀ ଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ମେକ ଇନ ଓଡ଼ିଶା ରୋଡ ସୋରେ ଅଂଶଗ୍ରହଣ କରି, ଜେଏସପିଏଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ରାଜ୍ୟ ସରକାରଙ୍କ ଶିଳ୍ପାୟନ ଉଦ୍ୟମକୁ ସମର୍ଥନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜେଏସପିଏଲର ସଫଳତା କଥା କହିବା ସହିତ,…