ମୋମୋ ନେଲା ଆଉ ଏକ ଜୀବନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୋମୋ ଚାଲେଞ୍ଜରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା କଟକ ଜିଲ୍ଲା ମାହାଙ୍ଗା ବ୍ଳକ ଉମର ଗାଁରୁ ଅଭିଯୋଗ ଆସୁଛି । ସେହେଲେ ୨୪ ବର୍ଷୀୟ ଉମାକାନ୍ତ ବେହେରା ।
ସୂଚନା ଅନୁଯାୟୀ, ମାହାଙ୍ଗା ବ୍ଳକ ଉମର ଗାଁର ଉମାକାନ୍ତ କିଛି ବର୍ଷହେଲା ଚେନ୍ନାଇ ରେ ରହି ଏକ କାମ…