କୋରାପୁଟ ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ : ରୋଡ୍ ସୋ’ରେ ଭାଗନେଲେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶୁକ୍ରବାର ରାୟଗଡାରେ କାର୍ଯ୍ୟକ୍ରମ ସାରିବା ପରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋରାପୁଟ ଗସ୍ତ କରିଛନ୍ତି । କୋରାପୁଟ ପୂର୍ବରୁ ତୋୟାପୁଟରେ ପହଁଚିବା ପରେ ସ୍ଥାନୀୟ ଆଦିବାସୀ ଏବଂ ବିଜେପି କର୍ମୀଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା…