କାହିଁକି ଆସ୍ଥମା ରୋଗୀ ରାତିରେ ଶୋଇ ପାରନ୍ତି ନାହିଁ, ଜାଣନ୍ତୁ କଣ କହିଛନ୍ତି ବିଶେଷଜ୍ଞ
ଆଜିକାଲି ଆସ୍ଥମା ବା ଶ୍ଵାସ ରୋଗ ଅତି ସାଧାରଣ ରୋଗ ଭାବେ ପରିଲକ୍ଷିତ ହେଲାଣି । ଭାରତରେ ପ୍ରାୟ ୩କୋଟି ୭୦ଲକ୍ଷରୁ ଅଧିକ ଶ୍ଵାସ ରୋଗୀ ଅଛନ୍ତି। ଭାରତ ବିଶ୍ୱ ସ୍ତରରେ ଶ୍ଵାସ ରୋଗୀ ଙ୍କ କ୍ଷେତ୍ରରେ ଦ୍ଵିତୀୟ ସ୍ଥାନରେ ରହିଛି । ଭାରତର ସମୁଦାୟ ଜନସଂଖ୍ୟାରୁ ୬ପ୍ରତିଶତ ଶିଶୁ ଓ ୨ପ୍ରତିଶତ ବୟସ୍କ…