Browsing Tag

assembly

ବିଧାନସଭାରେ ପଶିଲା କରୋନା

ବିଧାନସଭାରେ ପଶିଲା କରୋନା । ବିଧାନସଭାର ୧୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ, ସାମ୍ବାଦିକଙ୍କ କରୋନା ଟେଷ୍ଟ ହୋଇଥିଲା । ତେବେ ଏହିମାନଙ୍କ ମଧ୍ୟରୁ ୧୨ ଜଣ କୋଭିଡ ସଂକ୍ରମିତ ହୋଇଥିବା ସୂଚନା…

ବିଧାନସଭାରେ ବିଜେପି ଉଠାଇବ ମମିତା ପ୍ରସଙ୍ଗ, ମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିକୁ ଜୋରଦାର କରିବ ଦଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ବିଧାନସଭାରେ ସରକାରଙ୍କୁ ଘେରିବ ବିଜେପି । ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିକୁ ଦଳ ଜୋରଦାର କରିବ ବୋଲି ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି । ଏହାସହ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା,…

ସର୍ବଦଳୀୟ ବୈଠକ ଶେଷ, ଚଳିତଥର ଦିନକୁ ୫ଘଣ୍ଟା ଚାଲିବ ବିଧାନସଭା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଶେଷ ହେଲା ସର୍ବଦଳୀୟ ବୈଠକ । ଚଳିତ ଥର ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭା । ୧୦ଟା ୩୦ରୁ ୧ଟା ୩୦ ଏବଂ ୪ଟାରୁ ୬ଟା ବିଧାନସଭା ଅଧିବେଶନ ବସିବ । ବିରୋଧୀ ଦଳ ନେତା ଚାହିଁଲେ ହସ୍ପିଟାଲରୁ ଭାଗ ନେଇପାରିବେ । ଚଳିତବର୍ଷ ବିଧାନସଭା ତାରକା ଚିହ୍ନଟ ପ୍ରଶ୍ନ ରହିବ । ସମସ୍ତ…

କାଚବକ୍ସ ଭିତରେ ହେବ ମୌସୁମୀ ଅଧିବେଶନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ବିଧାନସଭାର ମୌସୁମୀ ଅଧିବେଶନ କାଚବକ୍ସ ଭିତରେ ହେବ । ପ୍ରଥମ ଥର ପାଇଁ ଗୃହରେ କାଚବକ୍ସର ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୯ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କରୋନା ସମୟରେ ଏହି ଅଧିବେଶନ…

ବିରୋଧୀଙ୍କ ହଟ୍ଟଗୋଳ ପରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗତକାଲି ମୁଲତବୀ ହୋଇଥିଲା ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନ । ଆଜି ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଜାରିରହିଥିଲା ।…

ଆଜି ବିଧାନସଭାରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍‌

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଧାନସଭାରେ ଉପସ୍ଥାପନ ହେବ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ । ଏଥିର ବଜେଟରେ ସରକାର କାହାକୁ ପ୍ରାଥମିକତା ଦେବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜେଡି ସରକାରର ପଞ୍ଚମ ପାଳିର ପ୍ରଥମ ବଜେଟ ଗୃହରେ ଆଗତ…

୨୫ରୁ ବିଧାନସଭା ମୌସୁମୀ ଅଧିବେଶନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଷୋଡ଼ଶ ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ୨୫ରୁ ଆରମ୍ଭ ହେବ । ଏ ନେଇ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ, ୨୫ ତାରିଖରୁ ବିଧାନସଭା ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଶେଷ ହେବ । ପ୍ରଥମ ଦିବସରେ ରାଜ୍ୟପାଳ ଗଣେଶୀ ଲାଲ…

ଶେଷହେଲା ପଞ୍ଚଦଶ ବିଧାନସଭା ଅଧିବେଶନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚଦଶ ବିଧାନସଭାର ପଞ୍ଚଦଶ ଅଧିବେଶନ ଅଧାରୁ ଶେଷ ହୋଇଛି । ଆଜି ପଞ୍ଚଦଶ ବିଧାନସଭାର ଶେଷ ଦିନ । ଚଳିତ ବିଧାନସଭା ଅଧିବେଶନ ଫେବୃଆରୀ ୪ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ଥିଲା । ସାଧାରଣ ନିର୍ବାଚନ ପୂର୍ବରୁ ଏହା ବିଧାନସଭାର ଶେଷ ଅଧିବେଶନ ଥିଲା ।…

ବିଧାନସଭା: ଚାଷୀ ଏବଂ ପଶ୍ଚିମବଙ୍ଗ ବିବାଦକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋମବାର ଠାରୁ ବିଧାନସଭା ଶେଷ ଅଧିବେଶନ ଆରମ୍ଭ ହୋଇଛି । ବିରୋଧୀ ଦଳ ଏକାଠି ହୋଇ ସରକାରଙ୍କୁ ଘେରିବାକୁ ଯୋଜନା କରିଥିବା ବେଳେ ଶାସକ ଦଳ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି । କୃଷି ଓ କୃଷକଙ୍କ ସମସ୍ୟା, ନିଯୁକ୍ତି, ନାରୀ ନିର୍ଯାତନା ପ୍ରସଙ୍ଗରେ…

ମହାରଥୀଙ୍କୁ ହସ୍ପିଟାଲାଇଜ କଲେ ନରସିଂହ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ଦୁଇ ଦିନ ହେଲା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କ୍ୟାପିଟାଲ ହସ୍ପିଟାଲର କେବିନ ନଂ ୨ ରେ ଚିକିତ୍ସିତ ହେଉଛନ୍ତି । ଶୁକ୍ରବାର ଠାରୁ ଶୀତ ଅଧିବେଶନ ଆରମ୍ଭ ହୋଇଥିଲା ।ବିରୋଧୀ କଂଗ୍ରେସ ଓ ବିଜେପି ଚାଷୀ ସମସ୍ୟାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ।…