ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଆତଙ୍କବାଦୀଙ୍କ ଧମକ
ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଖଲିସ୍ତାନୀ ଆତଙ୍କବାଦୀମାନେ ଧମକ ଦେଇଛନ୍ତି । ଗୁରୁପତୱନ୍ତ ସିଂ ପନ୍ନୁ ଆସାମର ଜଣେ ସାମ୍ବାଦିକଙ୍କ ମାଧ୍ୟମରେ ଏହି ଧମକ ଦେଇଛନ୍ତି । ଖଲିସ୍ତାନୀଙ୍କୁ ଆସାମରେ ରଖାଯାଇ ଯନ୍ତ୍ରଣା ଦିଆଯାଉଛି । ଏହା ଶିଖ ଓ ଭାରତ ସରକାରଙ୍କ ଲଢ଼େଇ ତୁମେ ଏଥିରେ…