Browsing Tag

Assam

ଆସାମରେ ବନ୍ୟା: ୧୧୯ ଟ୍ରେନଯାତ୍ରୀଙ୍କୁ ଉଦ୍ଧାର କଲା ବାୟୁସେନା

ଗୁଆହାଟୀ : ପ୍ରବଳ ବର୍ଷା ଲାଗିରହିଥିବାରୁ ଆସାମର ୬ଟି ଜିଲ୍ଲାରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଜିଲ୍ଲାଗୁଡିକରେ ପ୍ରବାହିତ ହେଉଥିବା ସବୁ ନଦୀର ଜଳପତ୍ତନ ବିପଦ ସଙ୍କେତ ଟପିଥିବା କୁହାଯାଇଛି । ତେବେ ସବୁଠାରୁ କାଚାର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଆସାମରେ ବନ୍ଦ ହେବ ମଦ୍ରାସା ଏବଂ ସଂସ୍କୃତ ବିଦ୍ୟାଳୟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆସାମ ସରକାର ରାଜ୍ୟର ସମସ୍ତ ମଦ୍ରାସା ଏବଂ ସଂସ୍କୃତ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ଚିନ୍ତା କରୁଛନ୍ତି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ଶିକ୍ଷା ଏବଂ ଅର୍ଥ ମନ୍ତ୍ରୀ ହେମନ୍ତ ବିଶ୍ୱ ସରମା । ଧାର୍ମିକ ଶାସ୍ତ୍ର ପଢାଇବା ପାଇଁ ସରକାର ସାର୍ବଜନିକ ସମ୍ପତ୍ତିର…

ବନ୍ୟା ଯୋଗୁ ଆସାମରେ ସ୍ଥିତି ସଙ୍ଗୀନ, ପାଣି ଘେରରେ ୧୫ ଲକ୍ଷରୁ ଉର୍ଦ୍ଧ ଲୋକ, ବୁଡ଼ିଗଲା କାଜିରଙ୍ଗା ଜାତୀୟ ଉଦ୍ୟାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସାମରେ ବନ୍ୟା ଯୋଗୁ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଯୋଗୁ ଜନଜୀବନ ପ୍ରଭାବିତ ହେବା‌ ସହ ଜୀବଜନ୍ତୁ ମାନେ ମଧ୍ୟ ‌ପ୍ରଭାବିତ ହୋଇଛନ୍ତି । ରାଜ୍ୟର ୩୩ ଜିଲା ମଧ୍ୟରୁ ୨୫ଟି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ବାରପେଟା ଜିଲାରେ ସର୍ବାଧିକ ୫ ଲକ୍ଷ ଲୋକ…

ନିର୍ବାଚନ ଖର୍ଚ୍ଚ ପାଇଁ ପ୍ରାର୍ଥୀ ନିଜ କିଡନି ବିକିବାକୁ ପ୍ରସ୍ତୁତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରାର୍ଥୀମାନେ ଭିନ୍ନ ଭିନ୍ନ କୌଶଳ ଅପଣେଇଥାନ୍ତି । ସେହିପରି ଜଣେ ପ୍ରାର୍ଥୀ ନିର୍ବାଚନ ଖର୍ଚ୍ଚ ପାଇଁ ନିଜ କିଡନି ବିକ୍ରି କରିବାକୁ ପ୍ରସ୍ତୁତ ଅଛନ୍ତି । ସୂଚନା ଅନୁଯାୟୀ, ଆସାମ ମୋଦାତି ଗ୍ରାମର ୨୬ ବର୍ଷୀୟ…

ଦେଶର ସବୁଠାରୁ ଲମ୍ବା ପୋଲ ଲୋକାର୍ପିତ କଲେ ମୋଦି

ଓଡ଼ିଶାଫାଷ୍ଟ(ବ୍ୟୁରୋ): ଦେଶର ସବୁଠାରୁ ଲମ୍ବା ୨ ଥାକିଆ ପୋଲ ବୋଗିବିଲ ବ୍ରିଜକୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ଆସମାର ବ୍ରହ୍ମପୁତ୍ର ନଦୀ ଉପରେ ର୍ନିମାଣ କରାଯାଇଥିବା ଏହି ପୋଲକୁ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି । ଏହା ମୋଦିଙ୍କ…