ଏସୀୟ କ୍ରୀଡାରେ ପ୍ରଥମ ଭାରତୀୟ ମହିଳା ଗଲ୍ଫର ଭାବେ ରୌପ୍ୟ ପଦକ ଜିତି ଇତିହାସ ରଚିଲେ ଅଦିତି ଅଶୋକ
ଇତିହାସ ରଚିଲେ ଅଦିତି ଅଶୋକ । ଏସୀୟ କ୍ରୀଡାରେ ପ୍ରଥମ ଭାରତୀୟ ମହିଳା ଗଲ୍ଫର ଭାବେ ରୌପ୍ୟ ପଦକ ଜିତିଛନ୍ତି ଅଦିତି । ଏହାସହ ନୂଆ ଇତିହାସ ରଚିଛନ୍ତି ଅଦିତି । ଶନିବାର ପ୍ରତିଯୋଗିତାରେ ଆଗୁଆ ଥିଲେ ଅଦିତି, ତେଣୁ ମହିଳା ଗଲ୍ଫରେ ଭାରତ ସ୍ୱର୍ଣ୍ଣ ପଦକ ପାଇବ ବୋଲି ଆଶା ଉଜ୍ଜୀବିତ ହୋଇଥିଲା ।…