Browsing Tag

ASI suspended

ମଣିଷକୁ ପଶୁ ଇଞ୍ଜେକସନ ଦେବା ଘଟଣା: ASI ନିଲମ୍ବିତ

କରଞ୍ଜିଆ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ମଣିଷକୁ ପଶୁ ଇଞ୍ଜେକସନ ଦେବା ଘଟଣାରେ ASI ନିଲମ୍ବିତ। କାର୍ଯ୍ୟରେ ଅବହେଳା ଯୋଗୁଁ ASI ପବିତ୍ର ମୋହନ ରାଉତଙ୍କୁ ନିଲମ୍ବନ କରିଛନ୍ତି ମୟୁରଭଞ୍ଜ ଏସ୍‌ପି। ନକଲି ଡାକ୍ତର ବିରୋଧରେ ମାମଲା ରୁଜୁ କରାଯାଇଛି। ଗତ ଶନିବାର ମହୁଲଡିହା ଗାଁର କିଛି ଲୋକ…