Browsing Tag

Ashirbad admitted to hospital

ଆଶୀର୍ବାଦ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିବିଆଇ ଗିରଫ କରିଥିବା ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ଅସୁସ୍ଥ ହୋଇପଡିଛନ୍ତି । ଆଶୀର୍ବାଦଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଛି । ସୂଚନା ଅନୁଯାୟୀ, ଗତ ୧୯ତାରିଖ ସକାଳ ୫ଟା ସମୟରେ ଆଶୀର୍ବାଦଙ୍କ କଟକସ୍ଥିତ ବାସଭବନ ଉପରେ ସିବିଆଇ ଚଢ଼ାଉ…