ଆରବିଆଇର ନୂଆ ନିୟମ, ଯଦି ଆପଣଙ୍କର ଏକ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଅଛି, ତେବେ ଏପରି ଉଠାଇ ପାରିବେ ଲାଭ
ଯଦି ଆପଣଙ୍କର ଏକ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଅଛି ଏବଂ ଏହା ମାଧ୍ୟମରେ ଯେକୌଣସି ଇ-କମର୍ସ ସାଇଟ୍, ପେମେଣ୍ଟ ଗେଟୱେ କିମ୍ବା କୌଣସି ଦୋକାନରେ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟକ।ଖୁବ୍ ଶୀଘ୍ର ଆପଣ ଟୋକେନାଇଜେସନ୍ ପ୍ରକ୍ରିୟାରେ ମଧ୍ୟ ଆପଣଙ୍କର ବ୍ୟାଙ୍କ…