ଇନ୍ଦିରାଙ୍କ ଛାଇ ପ୍ରିୟଙ୍କା କୁ ପାଇ କଂଗ୍ରେସ ଉତ୍ସାହିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ପ୍ରେମୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜି ପ୍ରିୟଙ୍କା ଗାନ୍ଧି ଜାତୀୟ ରାଜନୀତିରେ ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି । ଫେବୃଆରୀ ପ୍ରଥମ ସପ୍ତାହରୁ ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ଭାବେ ଦାୟିତ୍ୱ ତୁଲାଇବେ ପ୍ରିୟଙ୍କା । ପ୍ରିୟଙ୍କାଙ୍କୁ ରାଜନୀତିରେ…