ଅନ୍ୟନ୍ୟାଙ୍କୁ ଏନସିବର ସମନ: ସୋମବାର ହାଜର ହେବକୁ ନୋଟିସ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୋମବାର ପୁଣି ଅନନ୍ୟାଙ୍କୁ ଏନସିବି ସମନ କରିଛି। ଅନନ୍ୟା ପାଣ୍ଡେଙ୍କ ଡ୍ରଗ୍ସ ଖଟିରେ ଆଉ କିଏ ଥିଲେ ହ୍ୱାଟସ୍ଆପ୍ ଚାଟ୍ରୁ ଗୁମର ଖୋଜୁଛି ଏନସିବି । ଆର୍ଯ୍ୟନ ଖାନ୍ଙ୍କ ସହ ସମ୍ପର୍କକୁ ଅନନ୍ୟାଙ୍କୁ ଗତକାଲି ୪ ଘଣ୍ଟା ଧରି ଜେରା କରିଥିଲା ଏନସିବି। ଏଥିରେ ଆର୍ଯ୍ୟନଙ୍କ…