ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗୋପାଳନ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ଓ ରିହାତିର ବ୍ୟବସ୍ଥା କରାଯାଇଛି’ :…
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ରାଜ୍ୟରେ ଦୁଗ୍ଧ ଓ ଦୁଗ୍ଧଜାତୀୟ ଖାଦ୍ୟର ପର୍ଯ୍ୟାପ୍ତ ଚାହିଦା ରହିଥିବାରୁ ଗୋପାଳନ କରି ଆତ୍ମନିଯୁକ୍ତି
ପାଇବା ସହିତ ଚାଷୀଙ୍କର ଆୟ ବୃଦ୍ଧିର ସୁଯୋଗ ରହିଛି । ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟର ଆବଶ୍ୟକତା ମେଣ୍ଟାଇବା ସହିତ ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ…