Browsing Tag

Arjun Sethi passed away

ଅର୍ଜୁନ୍ ସେଠୀଙ୍କ ବିୟୋଗ, ରାଜ୍ୟ ଜଣେ ବରିଷ୍ଠ ଜନନେତାଙ୍କୁ ହରାଇଲା: ସଞ୍ଜୟ ଦାସବର୍ମା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ପରଲୋକ । ପୂର୍ବତନ ମନ୍ତ୍ରୀ ତଥା ବର୍ଷିୟାନ ଜନନେତାଙ୍କ ପରଲୋକରେ ରାଜ୍ୟ ଜଣେ ବରିଷ୍ଠ ଜନନେତାଙ୍କୁ ହରାଇଛି । ଓଡ଼ିଶା ବିଧାନସଭାକୁ ସ୍ବର୍ଗତ ସେଠୀ ଭଣ୍ଡାରିପୋଖରୀ ଆସନରୁ ୨ ଥର ଓ ଭଦ୍ରକ ଲୋକସଭା…