ଅଧିକ ସମୟ କାନରେ ଇୟରଫୋନ ଓ ହେଡ଼ଫୋନ ଲଗାଉଛନ୍ତି କି ? ତେବେ ଶରୀର ଉପରେ ପଡିଥାଏ ଏହିସବୁ ସମସ୍ୟା
ଆଜି ବିଜ୍ଞାନ ଯୁଗରେ ପ୍ରାୟ ସମସ୍ତେ ନିଜକୁ ପ୍ରାୟ ବିଭିନ୍ନ ପ୍ରକାର ଇଲେକ୍ଟ୍ରି ଗ୍ୟlଜେଟ ରେ ବ୍ୟସ୍ତ ରଖୁଛନ୍ତି l ସେହିସବୁ ଇଲେକ୍ଟ୍ରି ଗ୍ୟଯେଟ ମାନଙ୍କ ମଧ୍ୟରେ ବିଶେଷ ଭାବରେ ରହିଛି ମୋବାଇଲ, ଲାପଟପ, ଇୟର ଫୋନ ଓ ହେଡ଼ ଫୋନ l ଅଫିସ ଯିବାରୁ ନେଇଁ କଲେଜ ଯିବା ପର୍ଯ୍ୟନ୍ତ ସମସ୍ତ ସମୟରେ ଓ…