କ’ଣ ଆପଣ ଖାଇବା ଥାଳିରେ ହାତ ଧୋଉଛନ୍ତି ? କାଙ୍ଗାଳ ହେବା ପୂର୍ବରୁ ସତର୍କ ହୋଇ ଯାଆନ୍ତୁ
ହିନ୍ଦୁ ଶାସ୍ତ୍ର ଓ ଲକ୍ଷ୍ମୀ ପୁରାଣରେ ଖାଦ୍ୟ ଖାଇବା ସମୟରେ କେତେକ ବିଶେଷ ନିୟମ ପାଳନ କରିବା କଥା କୁହାଯାଇଛି। ତେବେ କେତେକ ଲୋକଙ୍କର ବଦ ଅଭ୍ୟାସ ରହିଛି ଯେ ସେମାନେ ଖାଦ୍ୟ ଖାଇବା ପରେ ସେହି ଥାଳିରେ ହାତ ମୁହଁ ଧୋଇଦିଅନ୍ତି । ତେବେ ଏପରି କରିବା ଆଦୌ ଉଚିତ ନୁହେଁ ବୋଲି ଶାସ୍ତ୍ରରେ…