ବାରମ୍ବାର ଗର୍ଭଧାରଣ ପାଇଁ ଚେଷ୍ଟା କରି ବିଫଳ ହେଉଛନ୍ତି କି ? ଜାଣନ୍ତୁ ଏହା ପଛର କାରଣ ଓ ନିରାକରଣ
କେଉଁ ନାରୀ ବା ମା' ହେବାର ସ୍ୱପ୍ନ ଦେଖେ ନାହିଁ। କିନ୍ତୁ ଅନେକ ଥର ଚେଷ୍ଟା କରିବା ପରେ ମଧ୍ୟ କେତେକ ନାରୀ ଗର୍ଭବତୀ ହେବାରେ ସଫଳ ହୁଅନ୍ତି ନାହିଁ। ଜୀବନଶୈଳୀରେ ପରିବର୍ତ୍ତନ ହେତୁ, କେବଳ ସହରରେ ନୁହେଁ, ଗାଁରେ ମଧ୍ୟ ଏପରି ଅନେକ ଘଟଣା ସାମ୍ନାକୁ ଆସୁଛି ଯେତେବେଳେ ମହିଳାମାନେ କୌଣସି…