ରାତ୍ରିଭୋଜନ ବିଳମ୍ବରେ କରୁଛନ୍ତି କି ? ଶରୀରରେ ଦେଖାଯାଏ ଏଭଳି ସମସ୍ୟା
ଖାଦ୍ୟ ଖାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ରହିଥାଏ । ମାତ୍ର କାର୍ଯ୍ୟ ବ୍ୟସ୍ତତା ଓ ନିଜର ଖାମ ଖିଆଲୀ ମନଭାବ ପାଇଁ ଆମର ଖାଦ୍ୟପେୟ ସମୟ ଠିକ ରହିନଥାଏ । ବିଳମ୍ୱିତ ରାତି ଯାଏଁ ମୋବାଇଲ ବ୍ୟବହାର କରିବା ନହେଲେ ମନ ପସନ୍ଦିଆ ଟିଭି ପ୍ରୋଗ୍ରାମ ଦେଖିବା କାରଣରୁ ଆମେ ବିଳମ୍ବରେ ରାତ୍ରି…