ସବୁବେଳେ ମାନସିକ ଚାପରେ ରହୁଛନ୍ତି କି ? ତେବେ ଦୈନନ୍ଦିନ ଜୀବନରେ ଏହିସବୁ ଅଭ୍ୟାସକୁ କରନ୍ତୁ ସାମିଲ
ବ୍ୟସ୍ତ ଜୀବନଶୈଳୀ ବର୍ତ୍ତମାନ ସମୟରେ ଅନେକଙ୍କ ମଧ୍ୟରେ ମାନସିକ ଚାପ ଭରିଦେଇଛି । ଚାପ ଆଜି ସମସ୍ତଙ୍କ ଜୀବନର ଏକ ଅଂଶ ପାଲଟିଯାଇଛି । ନିଜକୁ ଆର୍ଥିକ ଦୃଷ୍ଟିରୁ ସ୍ଥିର କରିବା, ଏକ ଭଲ ଚାକିରି ଖୋଜିବା, କିମ୍ବା ପିଲା ଏବଂ ପରିବାରର ଭବିଷ୍ୟତକୁ ସୁରକ୍ଷିତ ରଖିବାର ଦାୟିତ୍ବ ଚାପର ମୁଖ୍ୟ…