ସବୁବେଳେ ଦାମ୍ପତ୍ୟ ଜୀବନରେ ଲାଗିରହୁଛି କି ଅଶାନ୍ତି? ତେବେ ଶୋଇବା ଘରେ ରଖନ୍ତୁ ନାହିଁ ୫ଟି ଜିନିଷ
ଜୀବନରେ ସୁଖ ଏବଂ ଶାନ୍ତି ବଜାୟ ରଖିବା ପାଇଁ ବାସ୍ତୁଶାସ୍ତ୍ରର ଅନେକ ଫାଇଦା ରହିଛି। ଯଦି ଏହିସବୁ ଦିଗ ପ୍ରତି ଧ୍ୟାନ ଦିଆଯାଏ, ତେବେ ଅନେକ ସମସ୍ୟାରୁ ମୁକ୍ତି ମିଳିପାରେ। ଘରେ ଅନେକ ଛୋଟମୋଟ ଭୁଲ ବାସ୍ତୁଦୋଷ ସୃଷ୍ଟି କରିପାରେ, ଯାହା ଆର୍ଥିକ ଏବଂ ଶାରୀରିକ ସମସ୍ୟାର କାରଣ ହୋଇଥାଏ।…