Browsing Tag

Are you always drinking hot water to lose weight? Then know whether it is good or bad for the body.

ପତଳା ହେବା ପାଇଁ ସବୁବେଳେ ଗରମ ପାଣି ପିଉଛନ୍ତି କି ? ତାହେଲେ ଜାଣିରଖନ୍ତୁ ଶରୀର ପାଇଁ ଏହା ଭଲ କି ଖରାପ ?

ମେଦବହୁଳତା ହ୍ରାସ କରିବା ଲାଗି ବର୍ତ୍ତମାନ ସକାଳୁ ଉଠି ଅନେକେ ଉଷୁମ ପାଣି ପିଉଥିବାର ଦେଖିବାକୁ ମିଳୁଛି । କେହି କେହି ଦିନ ମଧ୍ୟରେ ଏକାଧିକ ଥର ମଧ୍ୟ ଉଷୁମ ପାଣି ପିଉଛନ୍ତି, ଏମିତିକି ଶୀଘ୍ର ପତଳା ହୋଇଯିବା ନିଶାରେ ଗରମ ପାଣି ପିଇବାକୁ ବି ପଛାଉ ନାହାନ୍ତି । ହେଲେ ଆପଣ ଜାଣନ୍ତିକି,…