ପୂଜା କରିବା ସମୟରେ ମିଳୁଛି ଏହି ୪ଟି ସଂକେତ କି ? ଅଳ୍ପଦିନ ମଧ୍ୟରେ ବଦଳିବ ଆପଣଙ୍କ ଭାଗ୍ୟ
ମଣିଷର ପ୍ରକୃତି ଯେପରି ବି ହୋଇଥାଉ ନା କାହିଁକି, ସମସ୍ତଙ୍କ ମଧ୍ୟରେ ଭଗବାନଙ୍କ ପ୍ରତି ଭକ୍ତିଭାବ ଏବଂ ଅଧ୍ୟାତ୍ମିକ ଭାବ ରହିବା ଉଚିତ। ମଣିଷ ଦିନକ ଭିତରେ ଅତିକମ୍ ରେ ଥରୁଟିଏ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ। କଥାରେ ଅଛି ନିର୍ମଳ ହୃଦୟରୁ ଭକ୍ତିଭାବର ସହିତ ଡାକିଲେ ଭଗବାନ ମଧ୍ୟ…