ଓଡ଼ିଶାରେ ହେବ ଜିମ୍ନାଷ୍ଟିକ୍ ହାଇପରଫରମାନ୍ସ ସେଣ୍ଟର, ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ସହ ଏମଓୟୁ
ପର୍ଯ୍ୟଟନ ଏବଂ କ୍ରୀଡ଼ା କ୍ଷେତ୍ରରେ ଜାପାନ ଏବଂ ଓଡିଶା ମଧ୍ୟରେ ସହଯୋଗର ସୁଯୋଗ ଉପରେ ଧ୍ୟାନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟୋଟୋରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ପ୍ରମୁଖ ଟୁର୍ ଅପରେଟର ଏବଂ ଜାପାନର ଆତିଥ୍ୟ କ୍ଷେତ୍ରର ପ୍ରତିନିଧୀ ତଥା ଜାପାନର ବିଭିନ୍ନ କ୍ରୀଡ଼ା ସଙ୍ଗଠନ ଏବଂ…