Browsing Tag

Appointment

ଅଗ୍ନିପଥ ଯୋଜନା: ୨୧ରୁ ୨୩ ବର୍ଷ ଯାଏଁ ବଢିଲା ଆବେଦନ ବୟସ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କେନ୍ଦ୍ର ସରକାର ୨ ବର୍ଷ ହେଲା କରୋନା କାରଣରୁ ସେନାରେ ଭର୍ତ୍ତି ହୋଇ ନ ପାରିଥିବା ଯୁବଗୋଷ୍ଠୀଙ୍କୁ ବଡ଼ ଆଶ୍ୱସ୍ଥି ପ୍ରଦାନ କରିଛନ୍ତି। ଏଭଳି ଯୁବକମାନେ ଅଗ୍ନିପଥ ଯୋଜନାରେ ଭର୍ତ୍ତି ହୋଇପାରିବେ। ସରକାର ଏହି ଯୋଜନା ପାଇଁ ପ୍ରାର୍ଥୀଙ୍କ ବୟସ ୨୧ରୁ ୨୩…

ନିଯୁକ୍ତି ପ୍ରକ୍ରିୟା ବନ୍ଦ ନ କଲେ କାର୍ଯ୍ୟାନୁଷ୍ଠାନ -ୟୁଜିସି

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟ ଶିକ୍ଷା ବିଭାଗ ଓ ଓପିଏସସିକୁ ଏକ ତାଗିଦ୍ ପତ୍ର ଦେଇଛି ୟୁଜିସି। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ୨୦୨୦ର ଉଲ୍ଲଂଘନକୁ ନେଇ ୟୁଜିସିର ତାଗିଦ୍। ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତିକୁ ନେଇ…