ଖରା ଦିନ ପାଇଁ ତ୍ୱଚାରେ ଲଗାନ୍ତୁ ଏହି ପ୍ୟାକ
ଗରମ ଆରମ୍ଭ ହେବା ମାତ୍ରେ ଚେହେରାରେ ସନ ଟାନ, ପିମ୍ପଲସ, କଳା ଦାଗ, ଶୁଖିଲା ପଣ ପରି ସମସ୍ୟା ମାନ ଦେଖାଦେଇଥାଏ । ଏଥିରୁ ତ୍ରାହି ପାଇବା ପାଇଁ ତଥା ତ୍ୱଚାରେ ଚମକ ଆଣିବା ପାଇଁ ଝିଅମାନେ ପାର୍ଲରରେ ହଜାର ହଜାର ଟଙ୍କା ଉଡାଇବା ପାଇଁ ବି ପଛାଉ ନାହାନ୍ତି । ଆଉ ନିଜେ ବି ସାଙ୍ଗ ସାଥୀଙ୍କୁ…