ଅନୁଭବ ବର୍ଷା ବିବାଦ: ଘରୋଇ ହିଂସା ଓ ନିର୍ଯାତନା ମାମଲାର ଶୁଣାଣି ଘୁଞ୍ଚିଲା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଭିନେତ୍ରୀ ବର୍ଷାଙ୍କ ପକ୍ଷରୁ ଅନୁଭବଙ୍କ ବିରୋଧରେ ହୋଇଥିବା ଘରୋଇ ହିଂସା ଓ ନିର୍ଯାତନା ମାମଲାର ଶୁଣାଣି ଅକ୍ଟୋବର ୧୨ ତାରିଖକୁ ଘୁଞ୍ଚିଯାଇଛି। ଅନୁଭବଙ୍କ ବିରୋଧରେ କଟକର ଏସ୍ଡିଜେଏମ୍ କୋର୍ଟରେ ରୁଜୁ ଭରଣପୋଷଣ ଆବେଦନ ଏବଂ ମହିଳା ହିଂସା ସୁରକ୍ଷା ଆଇନ ୨୦୦୫ର ଦଫା…