ଆସୁଛି ଆଉ ଏକ ବାତ୍ୟା, ୯ ରୁ ପୁଣି ବଢିବ ଶୀତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହୋଇଛି । ଏହାର ନାମ ‘ପାବୁକ’ ରଖାଯାଇଛି । ଆସନ୍ତା ୫ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା ପଶ୍ଚିମ ଉତ୍ତର ଓ ୬ ତାରିଖ ରାତିରେ ଉତ୍ତର ପଶ୍ଚିମ ଦିଗ ଦେଇ ଆଣ୍ଡାମାନ ଅତିିକ୍ରମ କରିବା ସମ୍ଭାବନା…