ପୁଣିଥରେ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ଭଳି ଆସିଲା ଆଉ ଏକ ମାମଲା; ହତ୍ୟା କରିବା ପରେ ମା’-ପୁଅ ମିଶି ଖଣ୍ଡ ଖଣ୍ଡ…
ଗତ କିଛି ଦିନ ତଳେ ରାଜଧାନୀ ଦିଲ୍ଲୀରୁ ଆସିଥିଲା ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା । ବର୍ତ୍ତମାନ ମଧ୍ୟ ସେହି ଚାଞ୍ଚଲ୍ୟକର ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସାରା ଦେଶରେ ଏହାକୁ ନେଇ ଜୋରସୋର ଚର୍ଚ୍ଚାରେ ରହିଛି । ତେବେ ପୁଣି ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଆଉ ଏକ ଘଟଣାର ପୁନରାବୃତ୍ତି…