ଫେସବୁକ ପ୍ରେମକୁ ସାବଧାନ! ପ୍ରଥମେ ବନ୍ଧୁତା, ତା’ପରେ ପ୍ରସାଦରେ ନିଶା ଦେଇ ଚୁନ ଲଗାଉଥିଲେ ‘ଆଞ୍ଜେଲ ପିହୁ
ଲୁଟର ନୂଆ ତରିକା। ପ୍ରଥମେ ସୋସିଆଲ ମିଡ଼ିଆରେ ବନ୍ଧୁତା, ତା’ପରେ ମିଠାମିଠା କଥାକହି ପ୍ରେମ ଜାଲରେ ଫସାଉ ଥିଲେ ଆଞ୍ଜେଲ ପିହୁ’ । ଏବେ ପୋଲିସ ଜାଲରେ ଫସି ଯାଇଛି। କମିଶନରେଟ ପୋଲିସ ଏଭଳି ଜଣେ ସୁନ୍ଦରୀ-ଲୁଟେରାକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପୁରୀ ବଳିଆପଣ୍ଡାରେ ରହୁଥିବା…